୬୦ ସିଟ୍‌ ପାଇଁ ପ୍ରର୍ଥୀ ଘୋଷଣା କରିବ କଂଗ୍ରେସ, MLA ସିଟ୍ ପାଇଁ ୩୦୦୦ ଆଶାୟୀ

ନୂଆ ମୁହଁ ସହ ଆଗୁଆ ଟିକେଟ ଘୋଷଣା କରି ଦଳ ଆଶାୟୀଙ୍କ ଭିତରୁ ଦ୍ୱନ୍ଦ୍ୱ ଦୂର କରିବା ସହିତ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ପ୍ରୟାସ କରୁଛି ।

୬୦ ସିଟ୍‌ ପାଇଁ ପ୍ରର୍ଥୀ ଘୋଷଣା କରିବ କଂଗ୍ରେସ, MLA ସିଟ୍ ପାଇଁ ୩୦୦୦ ଆଶାୟୀ

କଂଗ୍ରେସ୍ ଆରମ୍ଭ କଲା ଟିକେଟ କସରତ। ବସିଲା ପ୍ରଦେଶ ଇଲେକ୍ସନ୍ କମିଟି ବା ପିଇସି ବୈଠକ। ୨୦୧୯ର ଭୁଲ୍‌କୁ ଦଳ ୨୪ରେ ଦୋହରାଇବାକୁ ଚାହୁଁନି । ମାର୍ଚ୍ଚ ସୁଦ୍ଧା ଟିକେଟ୍ ଘୋଷଣା ପାଇଁ ବୈଠକରେ ହୋଇଛି ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରବଳ ଦାବିଦାର ଥିବା ୭୦ ସିଟ୍ ପାଇଁ ଦଳ ଘୋଷଣା କରିବ ପ୍ରାର୍ଥୀ ।