୭ଶହ ଟଙ୍କିଆ ରଜ ପାନ
୭ଶହ_ଟଙ୍କିଆ_ରଜ_ପାନ ରଜ ପାନ ପାଇଁ ସାରୁଅ ବଜାର ଭିଡ । ପାନ ଖଣ୍ଡକୁ ୧୫ ଟଙ୍କାରୁ ୭୦୦ ଟଙ୍କା । - ରଜ ପାଇଁ ସାରା ରାଜ୍ଯ ଉତ୍ସବ ମୁଖର। ସହର ଠାରୁ ପଲ୍ଲୀ ରଜ ପର୍ବକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହିତ ପାଳନ କରୁଛନ୍ତି । ତେବେ ଖୋର୍ଦ୍ଧାଜିଲାର ସାରୁଅ ବଜାର ରଜ ପାନ ପାଇଁ ବେଶ ପରିଚିତ ହୋଇଛି ।