୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ: ମତଦାନ କେନ୍ଦ୍ରରେ ନିୟୋଜିତ ହେବେ ୬ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ

ଇସଲାମାବାଦ,୭ା୨: ଚଳିତମାସ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୋଟରଙ୍କ ସୁରକ୍ଷା ପାଇଁ ୬ ଲକ୍ଷ ୫୦ ହଜାର ସୁରକ୍ଷାକର୍ମୀ ମତଦାନ କେନ୍ଦ୍ରରେ ନିୟୋଜିତ ହେବେ। ଏଥିମଧ୍ୟରେ ପୋଲିସ, ନାଗରିକ ସଶସ୍ତ୍ର ବାହିନୀ ଏବଂ ସଶସ୍ତ୍ର ବାହିନୀର କର୍ମଚାରୀ ରହିଛନ୍ତି। ତିନିସ୍ତରୀୟ ବ୍ୟବସ୍ଥା ଅନୁଯାୟୀ, ସଶସ୍ତ୍ର ବାହିନୀର କର୍ମଚାରୀମାନେ ମତଦାନ କେନ୍ଦ୍ର ବାହାରେ ଡ୍ୟୁଟି କରିବେ। ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହେବ ଏବଂ ଅପରାହ୍ନ […] The post ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ: ମତଦାନ କେନ୍ଦ୍ରରେ ନିୟୋଜିତ ହେବେ ୬ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ appeared first on Dharitri Odia News.

୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ: ମତଦାନ କେନ୍ଦ୍ରରେ ନିୟୋଜିତ ହେବେ ୬ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ

ଇସଲାମାବାଦ,୭ା୨: ଚଳିତମାସ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୋଟରଙ୍କ ସୁରକ୍ଷା ପାଇଁ ୬ ଲକ୍ଷ ୫୦ ହଜାର ସୁରକ୍ଷାକର୍ମୀ ମତଦାନ କେନ୍ଦ୍ରରେ ନିୟୋଜିତ ହେବେ। ଏଥିମଧ୍ୟରେ ପୋଲିସ, ନାଗରିକ ସଶସ୍ତ୍ର ବାହିନୀ ଏବଂ ସଶସ୍ତ୍ର ବାହିନୀର କର୍ମଚାରୀ ରହିଛନ୍ତି। ତିନିସ୍ତରୀୟ ବ୍ୟବସ୍ଥା ଅନୁଯାୟୀ, ସଶସ୍ତ୍ର ବାହିନୀର କର୍ମଚାରୀମାନେ ମତଦାନ କେନ୍ଦ୍ର ବାହାରେ ଡ୍ୟୁଟି କରିବେ। ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହେବ ଏବଂ ଅପରାହ୍ନ ୫ଟା ପର୍ଯ୍ୟନ୍ତ କୌଣସି ବିରତି ବିନା ଜାରି ରହିବ।

The post ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ: ମତଦାନ କେନ୍ଦ୍ରରେ ନିୟୋଜିତ ହେବେ ୬ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ appeared first on Dharitri Odia News.