୮୧ ବର୍ଷରେ ଅମିତାଭ୍ ବଚ୍ଚନ ଏତେ ଫିଟ୍ କିପରି ? ଡାଏଟ୍‌ ପ୍ଲାନ୍‌ ରିଭିଲ୍‌ କଲେ ଅଭିନେତା

ମୁମ୍ଵାଇ ୨୪।୦୯; ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ।  'କୌନ ବନେଗା କରୋଡପତି'ର ୧୬ ତମ ସିଜିନ୍ ଆୟୋଜନ କରୁଛନ୍ତି । ଅମିତାଭ ବଚ୍ଚନ ସର୍ବଦା ଲୋକଙ୍କ ହୃଦୟରେ ରାଜ୍‌ କରନ୍ତି । ଅଭିନେତାଙ୍କୁ ଏବେ ୮୧ ବର୍ଷ ବୟସ। ସେ ଏହି ବୟସରେ ମଧ୍ୟ ବହୁତ ଫିଟ୍ ଏବଂ ଭଲ ରହିଛନ୍ତି । କିନ୍ତୁ ଲାଗୁଛି ବିଗ୍ ବିଙ୍କର ପାଖରେ ଭିନ୍ନ ପ୍ରକାରର ଏନର୍ଜି ଅଛି। କାରଣ ଏହି ବୟସରେ ମଧ୍ୟ ସେ ଏତେ ଫିଟ୍ ଏବଂ ଭଲ କିପରି ଅଟନ୍ତି ।ବିଗ୍ ବି ଏଥିପାଇଁ କ’ଣ କରନ୍ତି ? ଆସନ୍ତୁ ଜାଣିବା…View this post on InstagramA post shared by Amitabh Bachchan (@amitabhbachchan)ବିଗ୍ ବି ନିଜର ବହୁତ ଯତ୍ନ ନିଅନ୍ତି୮୧ ବର୍ଷ ବୟସରେ ମଧ୍ୟ ବିଗ୍ ବି ଫିଟନେସ୍ ପ୍ରତି ତାଙ୍କର ନିଷ୍ଠା ପ୍ରମାଣ କରିଛନ୍ତି । ଅମିତାଭ ତାଙ୍କ ଡିସିପ୍ଲିନ୍‌ ଏବଂ ଫିଟନେସ ଉପରେ ଅତ୍ୟନ୍ତ ଗମ୍ଭୀର । ସେଥିପାଇଁ ବିଗ୍ ବି ଏହି ବୟସରେ ମଧ୍ୟ ବହୁତ ଫିଟ୍ ରହିଥାଏ । ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ଏବଂ ପ୍ରଶଂସକଙ୍କ ସହ ନିଜ ସହ ଜଡିତ ଅନେକ ଅପଡେଟ୍ ସେୟାର କରନ୍ତି । ଅଭିନେତା ତାଙ୍କ ବ୍ଲଗରେ କହିଥିଲେ ଯେ ସେ ସକାଳୁ ଉଠିବା ପରେ କିଛି ତୁଳସୀ ପତ୍ର ଖାଆନ୍ତି। ଏହା ବ୍ୟତୀତ ସେ ପ୍ରୋଟିନ୍ ଶେକ୍, ବାଦାମ ଏବଂ ବେଳେବେଳେ ଦଲିଆ କିମ୍ବା ନଡିଆ ପାଣି ମଧ୍ୟ ପିଇଥାଆନ୍ତି। ଅମିତାଭ ବଚ୍ଚନ ସାଧାରଣତଃ ତାଙ୍କ ଜଳଖିଆରେ ଅଁଳା ଜୁସ୍‌ ଏବଂ ଖଜୁରୀ ଖାଇବାକୁ ପସନ୍ଦ

୮୧ ବର୍ଷରେ ଅମିତାଭ୍ ବଚ୍ଚନ ଏତେ ଫିଟ୍ କିପରି ? ଡାଏଟ୍‌ ପ୍ଲାନ୍‌ ରିଭିଲ୍‌ କଲେ ଅଭିନେତା

ମୁମ୍ଵାଇ ୨୪।୦୯; ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ।  'କୌନ ବନେଗା କରୋଡପତି'ର ୧୬ ତମ ସିଜିନ୍ ଆୟୋଜନ କରୁଛନ୍ତି । ଅମିତାଭ ବଚ୍ଚନ ସର୍ବଦା ଲୋକଙ୍କ ହୃଦୟରେ ରାଜ୍‌ କରନ୍ତି । ଅଭିନେତାଙ୍କୁ ଏବେ ୮୧ ବର୍ଷ ବୟସ। ସେ ଏହି ବୟସରେ ମଧ୍ୟ ବହୁତ ଫିଟ୍ ଏବଂ ଭଲ ରହିଛନ୍ତି । କିନ୍ତୁ ଲାଗୁଛି ବିଗ୍ ବିଙ୍କର ପାଖରେ ଭିନ୍ନ ପ୍ରକାରର ଏନର୍ଜି ଅଛି। କାରଣ ଏହି ବୟସରେ ମଧ୍ୟ ସେ ଏତେ ଫିଟ୍ ଏବଂ ଭଲ କିପରି ଅଟନ୍ତି ।ବିଗ୍ ବି ଏଥିପାଇଁ କ’ଣ କରନ୍ତି ? ଆସନ୍ତୁ ଜାଣିବା…


ବିଗ୍ ବି ନିଜର ବହୁତ ଯତ୍ନ ନିଅନ୍ତି

୮୧ ବର୍ଷ ବୟସରେ ମଧ୍ୟ ବିଗ୍ ବି ଫିଟନେସ୍ ପ୍ରତି ତାଙ୍କର ନିଷ୍ଠା ପ୍ରମାଣ କରିଛନ୍ତି । ଅମିତାଭ ତାଙ୍କ ଡିସିପ୍ଲିନ୍‌ ଏବଂ ଫିଟନେସ ଉପରେ ଅତ୍ୟନ୍ତ ଗମ୍ଭୀର । ସେଥିପାଇଁ ବିଗ୍ ବି ଏହି ବୟସରେ ମଧ୍ୟ ବହୁତ ଫିଟ୍ ରହିଥାଏ । ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ଏବଂ ପ୍ରଶଂସକଙ୍କ ସହ ନିଜ ସହ ଜଡିତ ଅନେକ ଅପଡେଟ୍ ସେୟାର କରନ୍ତି । ଅଭିନେତା ତାଙ୍କ ବ୍ଲଗରେ କହିଥିଲେ ଯେ ସେ ସକାଳୁ ଉଠିବା ପରେ କିଛି ତୁଳସୀ ପତ୍ର ଖାଆନ୍ତି। ଏହା ବ୍ୟତୀତ ସେ ପ୍ରୋଟିନ୍ ଶେକ୍, ବାଦାମ ଏବଂ ବେଳେବେଳେ ଦଲିଆ କିମ୍ବା ନଡିଆ ପାଣି ମଧ୍ୟ ପିଇଥାଆନ୍ତି। ଅମିତାଭ ବଚ୍ଚନ ସାଧାରଣତଃ ତାଙ୍କ ଜଳଖିଆରେ ଅଁଳା ଜୁସ୍‌ ଏବଂ ଖଜୁରୀ ଖାଇବାକୁ ପସନ୍ଦ କରନ୍ତି ।

ଅମିତାଭ ନନ୍‌- ଭେଜ୍ ଏବଂ ମିଠା ଠାରୁ ଦୂରରେ ରୁହନ୍ତି 

ବିଗ୍ ବି ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ନନ୍‌ ଭେଜ୍ ଏବଂ ମିଠା ଖାଦ୍ୟ ଛାଡି ଦେଇଛନ୍ତି। ସେ ଯୁବାବସ୍ଥାରେ ଏହି ସବୁ ଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ ନନ୍‌ ଭେଜ୍, ମିଠା ଜିନିଷ ଏବଂ ଭାତ ଖାଇବା ଛାଡି ଦେଇଛନ୍ତି। ସେ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତି ଏବଂ ଜଙ୍କ ଫୁଡରୁ ଦୂରରେ ରୁହନ୍ତି । ଫିଟ୍ ରହିବାକୁ, ବିଗ୍ ବି ଯୋଗ (ପ୍ରାଣାୟାମ) ସହିତ ଜଗିଂ କରନ୍ତି । ସେ ସମ୍ପୂର୍ଣ୍ଣ ୮ ଘଣ୍ଟା ଶୋଇଥାନ୍ତି, ଯାହା ତାଙ୍କ ଥକାପଣରୁ ଦୂରେଇ ରଖେ ।