ୱାନ ନେସନ, ୱାନ ଇଲେକ୍ସନ ବିଲ୍‌ କୁ ଅନୁମୋଦନ : ଶୀଘ୍ର ସଂସଦର ଅଧିବେଶନରେ ହୋଇପାରେ ଆଗତ ।

କନକ ବ୍ୟୁରୋ: ୱାନ ନେସନ, ୱାନ ଇଲେକ୍ସନ ବିଲ୍‌ କୁ ଅନୁମୋଦନ । ଗୋଟିଏ ଦେଶ ଗୋଟିଏ ନିର୍ବାଚନ  ବିଲ୍‌କୁ  ଅନୁମୋଦନ । ଶୀଘ୍ର ସଂସଦର ଅଧିବେଶନ ରେ ହୋଇପାରେ ଆଗତ । ଆସନ୍ତା  ସପ୍ତାହରେ ସଂସଦରେ ଉପସ୍ଥାପନା କରିପାରନ୍ତି ସରକାର । କ୍ୟାବିନେଟ୍‌ ମଞ୍ଜୁରୀ  ନେଇ ଜାତୀୟ ଗଣମାଧ୍ୟମରେ ହେଉଛି ଚର୍ଚ୍ଚା । ସୂଚନାମୁତାକ, ୱାନ ନେସନ, ୱାନ ଇଲେକ୍ସନ ବିଲ୍‌ କୁ  ଆସନ୍ତା ସପ୍ତାହ ଏହି ଶୀତ ଅଧିବେଶନରେ ଆଗତ କରାଯିବାର ସମ୍ଭବନା ରହିଛି । ସର୍ବ ପ୍ରଥମେ ଜେପିସି କମିଟିର ଗଠନ କରାଯିବ  ଏବଂ ଏଥିରେ ସମସ୍ତ ଦଳର ମତ ଲୋଡା ଯିବ। ଶେଷରେ  ଏହି ବିଧେୟକଟି  ସଂସଦରେ ଉପସ୍ଥାପନା କରାଯିବ ଆଉ ଏହାକୁ ପାସ୍‌  କରାଯିବ ।     

ୱାନ ନେସନ, ୱାନ ଇଲେକ୍ସନ ବିଲ୍‌ କୁ ଅନୁମୋଦନ : ଶୀଘ୍ର ସଂସଦର ଅଧିବେଶନରେ ହୋଇପାରେ ଆଗତ  ।

କନକ ବ୍ୟୁରୋ: ୱାନ ନେସନ, ୱାନ ଇଲେକ୍ସନ ବିଲ୍‌ କୁ ଅନୁମୋଦନ । ଗୋଟିଏ ଦେଶ ଗୋଟିଏ ନିର୍ବାଚନ  ବିଲ୍‌କୁ  ଅନୁମୋଦନ । ଶୀଘ୍ର ସଂସଦର ଅଧିବେଶନ ରେ ହୋଇପାରେ ଆଗତ । ଆସନ୍ତା  ସପ୍ତାହରେ ସଂସଦରେ ଉପସ୍ଥାପନା କରିପାରନ୍ତି ସରକାର । କ୍ୟାବିନେଟ୍‌ ମଞ୍ଜୁରୀ  ନେଇ ଜାତୀୟ ଗଣମାଧ୍ୟମରେ ହେଉଛି ଚର୍ଚ୍ଚା ।

ସୂଚନାମୁତାକ, ୱାନ ନେସନ, ୱାନ ଇଲେକ୍ସନ ବିଲ୍‌ କୁ  ଆସନ୍ତା ସପ୍ତାହ ଏହି ଶୀତ ଅଧିବେଶନରେ ଆଗତ କରାଯିବାର ସମ୍ଭବନା ରହିଛି । ସର୍ବ ପ୍ରଥମେ ଜେପିସି କମିଟିର ଗଠନ କରାଯିବ  ଏବଂ ଏଥିରେ ସମସ୍ତ ଦଳର ମତ ଲୋଡା ଯିବ। ଶେଷରେ  ଏହି ବିଧେୟକଟି  ସଂସଦରେ ଉପସ୍ଥାପନା କରାଯିବ ଆଉ ଏହାକୁ ପାସ୍‌  କରାଯିବ ।