ୱାୟନାଡ ଭୂସ୍ଖଳନ ମୃତ୍ୟୁର ଲାଗୁନି ବ୍ରେକ । ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ସଂସଦରେ ରାହୁଲ ଗାନ୍ଧୀଙ୍କ ଦାବି

କନକ ବ୍ୟୁରୋ : ସଂସଦରେ ଉଠିଲା ୱାୟନାଡ ଭୁସ୍ଖଳନ ଘଟଣା । ବୁଧବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୁର୍ଘଟଣା ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଏକ ଅପିଲ କରିଛନ୍ତି । ଅନୁକମ୍ପା ସାହାର୍ୟ୍ୟ ରାଶି ବୃଦ୍ଧି ସହ ଜାତୀୟ ବିପତି ଘୋଷଣା କରିବାକୁ ଅନୁରୋଧ କରିଛନ୍ତ ରାହୁଲ । ପୀଡିତଙ୍କୁ ସାହାଯ୍ୟ ଓ ସହଯୋଗ ପାଇଁ ସମସ୍ତେ ଏକାଠି ଆଗକୁ ଆସିବାକୁ ସେ ଅପିଲ କରିଛନ୍ତି। ଏଥିସହ କେନ୍ଦ୍ର ସରକାର, ଜିଲ୍ଲା ପ୍ରଶାସନ, ଉଦ୍ଧାରକାରୀଦଳଙ୍କ […] The post ୱାୟନାଡ ଭୂସ୍ଖଳନ ମୃତ୍ୟୁର ଲାଗୁନି ବ୍ରେକ । ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ସଂସଦରେ ରାହୁଲ ଗାନ୍ଧୀଙ୍କ ଦାବି first appeared on Kanak News.

ୱାୟନାଡ ଭୂସ୍ଖଳନ ମୃତ୍ୟୁର ଲାଗୁନି ବ୍ରେକ । ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ସଂସଦରେ ରାହୁଲ ଗାନ୍ଧୀଙ୍କ ଦାବି

କନକ ବ୍ୟୁରୋ : ସଂସଦରେ ଉଠିଲା ୱାୟନାଡ ଭୁସ୍ଖଳନ ଘଟଣା । ବୁଧବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୁର୍ଘଟଣା ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଏକ ଅପିଲ କରିଛନ୍ତି । ଅନୁକମ୍ପା ସାହାର୍ୟ୍ୟ ରାଶି ବୃଦ୍ଧି ସହ ଜାତୀୟ ବିପତି ଘୋଷଣା କରିବାକୁ ଅନୁରୋଧ କରିଛନ୍ତ ରାହୁଲ । ପୀଡିତଙ୍କୁ ସାହାଯ୍ୟ ଓ ସହଯୋଗ ପାଇଁ ସମସ୍ତେ ଏକାଠି ଆଗକୁ ଆସିବାକୁ ସେ ଅପିଲ କରିଛନ୍ତି। ଏଥିସହ କେନ୍ଦ୍ର ସରକାର, ଜିଲ୍ଲା ପ୍ରଶାସନ, ଉଦ୍ଧାରକାରୀଦଳଙ୍କ ପ୍ରଶଂସା କରିଥିଲେ ରାହୁଲ

The post ୱାୟନାଡ ଭୂସ୍ଖଳନ ମୃତ୍ୟୁର ଲାଗୁନି ବ୍ରେକ । ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ସଂସଦରେ ରାହୁଲ ଗାନ୍ଧୀଙ୍କ ଦାବି first appeared on Kanak News.