ଏକା ଥରକେ ଫୁଟିଲା ୧୫ ବ୍ରହ୍ମ କମଳ

ଖଡ଼ିଆଳ,୧୪।୭(ସୁଜିତ କୁମାର ପ୍ରଧାନ): ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକା ଥରକେ ଫୁଟିଲା ୧୫ଟି ବ୍ରହ୍ମ କମଳ। ରଥଯାତ୍ରା ଓ ବାହୁଡା଼ ଯାତ୍ରା ମଝିରେ ଏହି ବ୍ରହ୍ମ କମଳ ଫୁଲ ଫୁଟି ଥିବାରୁ ଏବେ ନୂଆପଡା ଜିଲା ଖଡ଼ିଆଳ ୱାର୍ଡ ନମ୍ବର ୨ ଶାନ୍ତିନଗର ପଡ଼ାର ବିଭୂତି ସାହୁ ଓ ଲକ୍ଷ୍ମୀ ସାହୁଙ୍କ ଘରେ ଲୋକଙ୍କ ଭିଡ଼ ବଢ଼ି ଯାଇଛି। ବ୍ରହ୍ମ କମଳ ଫୁଲ ଫୁଟିଥିବା ଖବର ପ୍ରଚାରିତ ହେବା ପରେ ତାଙ୍କ ଘରକୁ ଲୋକଙ୍କ […] The post ଏକା ଥରକେ ଫୁଟିଲା ୧୫ ବ୍ରହ୍ମ କମଳ appeared first on Dharitri Odia News.

ଏକା ଥରକେ ଫୁଟିଲା ୧୫ ବ୍ରହ୍ମ କମଳ

ଖଡ଼ିଆଳ,୧୪।୭(ସୁଜିତ କୁମାର ପ୍ରଧାନ): ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକା ଥରକେ ଫୁଟିଲା ୧୫ଟି ବ୍ରହ୍ମ କମଳ। ରଥଯାତ୍ରା ଓ ବାହୁଡା଼ ଯାତ୍ରା ମଝିରେ ଏହି ବ୍ରହ୍ମ କମଳ ଫୁଲ ଫୁଟି ଥିବାରୁ ଏବେ ନୂଆପଡା ଜିଲା ଖଡ଼ିଆଳ ୱାର୍ଡ ନମ୍ବର ୨ ଶାନ୍ତିନଗର ପଡ଼ାର ବିଭୂତି ସାହୁ ଓ ଲକ୍ଷ୍ମୀ ସାହୁଙ୍କ ଘରେ ଲୋକଙ୍କ ଭିଡ଼ ବଢ଼ି ଯାଇଛି।

ବ୍ରହ୍ମ କମଳ ଫୁଲ ଫୁଟିଥିବା ଖବର ପ୍ରଚାରିତ ହେବା ପରେ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଲା। ଫୁଲଟି ବାହୁଡ଼ା ଯାତ୍ରା ପାଖାପାଖି ଫୁଟି ଥିବାରୁ ପୂଜାର୍ଚ୍ଚନା କରାଯାଇଛି। ଏହି ଫୁଲକୁ ଜଗନ୍ନାଥଙ୍କ ପାଖରେ ଅର୍ପଣ କରିବେ ବୋଲି ଜଣାପଡ଼ିଛି।

The post ଏକା ଥରକେ ଫୁଟିଲା ୧୫ ବ୍ରହ୍ମ କମଳ appeared first on Dharitri Odia News.