ଓଡ଼ିଶା: ଆଜିର ଫଟୋ (୨୫ ଜାନୁଆରୀ , ୨୦୨୩ )

ଗୋପାଳପୁର ବେଳାଭୂମି ମହୋତ୍ସବର ପ୍ରଥମ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବନ୍ଦେମାତରମ ପକ୍ଷରୁ ପିଏମଜି ପଥପ୍ରାନ୍ତ ନାଟକ ମେରୀଯାନ ହିନ୍ଦୁସ୍ଥାନ  ମାଷ୍ଟରକ୍ୟାଣ୍ଟିନ ଛକରେ ବିଏମସି ଷ୍ଟାଫ ଏକ କୁକୁରକୁ ଜାଲ ସାହାଯ୍ୟରେ ଧରୁଛନ୍ତି ଜାତୀୟ ମତଦାତା ଦିବସ ଅବସରରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ସଚେତନତା ଶୋଭାଯାତ୍ରାକୁ ଶୁଭାରମ୍ଭ କରୁଛନ୍ତି ଅତିରିକ୍ତ ଜିଲ୍ଲାପାଳ। The post ଓଡ଼ିଶା: ଆଜିର ଫଟୋ (୨୫ ଜାନୁଆରୀ , ୨୦୨୩ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ (୨୫ ଜାନୁଆରୀ , ୨୦୨୩ )

ଗୋପାଳପୁର ବେଳାଭୂମି ମହୋତ୍ସବର ପ୍ରଥମ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବନ୍ଦେମାତରମ ପକ୍ଷରୁ ପିଏମଜି ପଥପ୍ରାନ୍ତ ନାଟକ ମେରୀଯାନ ହିନ୍ଦୁସ୍ଥାନ

 ମାଷ୍ଟରକ୍ୟାଣ୍ଟିନ ଛକରେ ବିଏମସି ଷ୍ଟାଫ ଏକ କୁକୁରକୁ ଜାଲ ସାହାଯ୍ୟରେ ଧରୁଛନ୍ତି

ଜାତୀୟ ମତଦାତା ଦିବସ ଅବସରରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ସଚେତନତା ଶୋଭାଯାତ୍ରାକୁ ଶୁଭାରମ୍ଭ କରୁଛନ୍ତି ଅତିରିକ୍ତ ଜିଲ୍ଲାପାଳ।

The post ଓଡ଼ିଶା: ଆଜିର ଫଟୋ (୨୫ ଜାନୁଆରୀ , ୨୦୨୩ ) appeared first on Dharitri Odia News.