କ୍ୟାଣ୍ଟନମେଣ୍ଟ ରୋଡ୍ ସ୍ଥିତ ମାଲାବାର ଜୁଏଲାରୀରେ ନୂଆ ମାଇନ୍ ଡାଇମଣ୍ଡ୍‌ କଲେକ୍ସନ୍ ଲଞ୍ଚ୍

କଟକ: କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ମାଲାବାର ଜୁଏଲାରୀ ସୋରୁମ୍‌ରେ ନୂଆ ମାଇନ୍ ଡାଇମଣ୍ଡ୍ ଅଳଙ୍କାର କଲେକ୍ସନର ଲଞ୍ଚିଂ ହୋଇଛି। ଏଥିରେ ପାରମ୍ପରିକ ସୁନ୍ଦର ଡାଇମଣ୍ଡ ଅଳଙ୍କାର କଲେକ୍ସନ ସୁଲଭ ମୂଲ୍ଯରେ ଉପଲବ୍ଧ ହେବ। ଏନେଇ କଟକ ଷ୍ଟୋରର ଆସିଷ୍ଟାଣ୍ଟ ମ୍ୟାନେଜର ଚନ୍ଦ୍ରଶେଖର ପାତ୍ର କହିଛନ୍ତି, ନୂଆ ଡାଇମଣ୍ଡ କଲେକ୍ସନ ହେଉଛି ନାଚୁରାଲ ଡାଇମଣ୍ଡ୍‌ କଲେକ୍ସନ । ଏହାର ବିଶେଷତ୍ବ ହେଲା ଏହାକୁ ଗତ ବର୍ଷର ଗ୍ରାହକଙ୍କ ମତାମତ ଆଧାରରେ ଲଞ୍ଚ କରାଯାଇଛି। ନୂଆ କଲେକ୍ସନରେ ବିଭିନ୍ନ ପ୍ରକାର ଅଳଙ୍କାର ଉପଳବ୍ଧ ଅଛି। ସେହିଭଳି ସୋରୁମରେ ଏକ ସିଲଭର ଫେଷ୍ଟିଭାଲ ଆରମ୍ଭ ହୋଇଛି। ଏହି ଅଫର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। କଲେକ୍ସନରେ ପାନ ଇଣ୍ଡିଆରୁ ଅନେକ କଲେକ୍ସନ ମଗାଯାଇଛି। ଯେଉଁଥିରେ ଆଣ୍ଟିକ ଏବଂ ପ୍ଲେନ ସିଲଭର କଲେକ୍ସନ ରହିଛି। ସେହିଭଳି ଏଥିରେ ମେକିଂ ଚାର୍ଜ ଉପରେ ୫୦% ପର୍ଯ୍ୟନ୍ତ ଛାଡ଼ ମଧ୍ୟ ରହିଥିବା କହିଛନ୍ତି ଷ୍ଟୋର ଆସିଷ୍ଟାଣ୍ଟ ମ୍ୟାନେଜର। 

କ୍ୟାଣ୍ଟନମେଣ୍ଟ ରୋଡ୍ ସ୍ଥିତ ମାଲାବାର ଜୁଏଲାରୀରେ ନୂଆ ମାଇନ୍ ଡାଇମଣ୍ଡ୍‌ କଲେକ୍ସନ୍ ଲଞ୍ଚ୍

କଟକ: କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ମାଲାବାର ଜୁଏଲାରୀ ସୋରୁମ୍‌ରେ ନୂଆ ମାଇନ୍ ଡାଇମଣ୍ଡ୍ ଅଳଙ୍କାର କଲେକ୍ସନର ଲଞ୍ଚିଂ ହୋଇଛି। ଏଥିରେ ପାରମ୍ପରିକ ସୁନ୍ଦର ଡାଇମଣ୍ଡ ଅଳଙ୍କାର କଲେକ୍ସନ ସୁଲଭ ମୂଲ୍ଯରେ ଉପଲବ୍ଧ ହେବ। ଏନେଇ କଟକ ଷ୍ଟୋରର ଆସିଷ୍ଟାଣ୍ଟ ମ୍ୟାନେଜର ଚନ୍ଦ୍ରଶେଖର ପାତ୍ର କହିଛନ୍ତି, ନୂଆ ଡାଇମଣ୍ଡ କଲେକ୍ସନ ହେଉଛି ନାଚୁରାଲ ଡାଇମଣ୍ଡ୍‌ କଲେକ୍ସନ । ଏହାର ବିଶେଷତ୍ବ ହେଲା ଏହାକୁ ଗତ ବର୍ଷର ଗ୍ରାହକଙ୍କ ମତାମତ ଆଧାରରେ ଲଞ୍ଚ କରାଯାଇଛି। ନୂଆ କଲେକ୍ସନରେ ବିଭିନ୍ନ ପ୍ରକାର ଅଳଙ୍କାର ଉପଳବ୍ଧ ଅଛି। 

ସେହିଭଳି ସୋରୁମରେ ଏକ ସିଲଭର ଫେଷ୍ଟିଭାଲ ଆରମ୍ଭ ହୋଇଛି। ଏହି ଅଫର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। କଲେକ୍ସନରେ ପାନ ଇଣ୍ଡିଆରୁ ଅନେକ କଲେକ୍ସନ ମଗାଯାଇଛି। ଯେଉଁଥିରେ ଆଣ୍ଟିକ ଏବଂ ପ୍ଲେନ ସିଲଭର କଲେକ୍ସନ ରହିଛି। ସେହିଭଳି ଏଥିରେ ମେକିଂ ଚାର୍ଜ ଉପରେ ୫୦% ପର୍ଯ୍ୟନ୍ତ ଛାଡ଼ ମଧ୍ୟ ରହିଥିବା କହିଛନ୍ତି ଷ୍ଟୋର ଆସିଷ୍ଟାଣ୍ଟ ମ୍ୟାନେଜର।