କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ନୂଆପଡ଼ାରୁ ପିସିସି ମୁଖିଆ, ବଲାଙ୍ଗୀରରୁ ସମରେନ୍ଦ୍ର ମିଶ୍ର
ଭୁବନେଶ୍ୱର ୦୨।୦୪ : ସବୁ ଚର୍ଚ୍ଚାର ହେଲା ଅନ୍ତ । ଶେଷରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୪୯ ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଲୋକସଭା ପ୍ରାର୍ଥୀବରଗଡ଼- ସଞ୍ଜୟ ଭୋଇସୁନ୍ଦସୁରଗଡ଼- ଜନାର୍ଦ୍ଦନ ଦେହୁରୀବଲାଙ୍ଗୀର- ମନୋଜ ମିଶ୍ରକଳାହାଣ୍ଡି- ଦ୍ରୌପଦୀ ମାଝୀନବରଙ୍ଗପୁର - ଭୁଜବଳ ମାଝୀକନ୍ଧମାଳ- ଅମିର ଚନ୍ଦ୍ର ନାୟକକୋରାପୁଟ- ସପ୍ତଗିରି ଉଲାକବ୍ରହ୍ମପୁର-ରଶ୍ମୀ ରଞ୍ଜନ ପଟ୍ଟନାୟକ୪୯ ବିଧାନସଭା ଆସନପଦ୍ମପୁରରୁ ଟଙ୍କଧର ସାହୁ, ବିଜେପୁରରୁ କିଶୋର ଡାଫଡା, ବରଗଡ଼ରୁ ନିପନ କୁମାର ଦାସ, ଭଟଲୀରୁ ବ୍ରହ୍ମମୁକୁନ୍ଦ, ଭଞ୍ଜନଗରରୁ କିଶୋର ଚନ୍ଦ୍ର ପଟେଲ, ତଳସରାରୁ ପ୍ରବୋଧ ତିର୍କୀ, ସୁନ୍ଦରଗଡ଼ରୁ ସୁଧାରଣୀ ରାଉଡିଆ, ବିରମିତ୍ରପୁରରୁ (ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା), ରାଉରକେଲାରୁ ବିରେନ୍ଦ୍ର ନାଥ ପଟ୍ଟନାୟକ, ରଘୁନାଥପଲ୍ଲୀ ଗୋପାଲ ଦାସ, ରାଜଗାଙ୍ଗପୁରରୁ ଡ. ସିଏସ୍ରାଜେନ୍ ଏକ୍କା, ବଣାଇ ଆସନରୁ ଲଢିବେ ସିପିଆଇ (ଏଲ୍) ପ୍ରାର୍ଥୀ, ଲୋଇସିଂହାରୁ ଓମ୍ପ୍ରକାଶ କୁମ୍ଭାର, ପାଟଣାଗଡ଼ରୁ ଅନୀଲ ମେହେର, ବଲାଙ୍ଗୀର ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଜିରୁ ସନ୍ତୋଷ ସିଂହ ସାଲୁଜା, ନୂଆପଡ଼ାରୁ ଶରତ ପଟ୍ଟନାୟକ, ଉମରକୋଟରୁ ସାଜନ ଗଣ୍ଡ, ଝରିଗାଁରୁ ହାରବତୀ ଗଣ୍ଡ, ନବରଙ୍ଗପୁରରୁ ଦିଲ୍ଲୀପ ପ୍ରଧାନୀ, ଡାବୁଗାଁ ଡକ୍ଟର ଲିପିକା ମାଝି, ଲାଞ୍ଜି
ଭୁବନେଶ୍ୱର ୦୨।୦୪ : ସବୁ ଚର୍ଚ୍ଚାର ହେଲା ଅନ୍ତ । ଶେଷରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୪୯ ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।
ଲୋକସଭା ପ୍ରାର୍ଥୀ
ବରଗଡ଼- ସଞ୍ଜୟ ଭୋଇ
ସୁନ୍ଦସୁରଗଡ଼- ଜନାର୍ଦ୍ଦନ ଦେହୁରୀ
ବଲାଙ୍ଗୀର- ମନୋଜ ମିଶ୍ର
କଳାହାଣ୍ଡି- ଦ୍ରୌପଦୀ ମାଝୀ
ନବରଙ୍ଗପୁର - ଭୁଜବଳ ମାଝୀ
କନ୍ଧମାଳ- ଅମିର ଚନ୍ଦ୍ର ନାୟକ
କୋରାପୁଟ- ସପ୍ତଗିରି ଉଲାକ
ବ୍ରହ୍ମପୁର-ରଶ୍ମୀ ରଞ୍ଜନ ପଟ୍ଟନାୟକ
୪୯ ବିଧାନସଭା ଆସନ
ପଦ୍ମପୁରରୁ ଟଙ୍କଧର ସାହୁ, ବିଜେପୁରରୁ କିଶୋର ଡାଫଡା, ବରଗଡ଼ରୁ ନିପନ କୁମାର ଦାସ, ଭଟଲୀରୁ ବ୍ରହ୍ମମୁକୁନ୍ଦ, ଭଞ୍ଜନଗରରୁ କିଶୋର ଚନ୍ଦ୍ର ପଟେଲ, ତଳସରାରୁ ପ୍ରବୋଧ ତିର୍କୀ, ସୁନ୍ଦରଗଡ଼ରୁ ସୁଧାରଣୀ ରାଉଡିଆ, ବିରମିତ୍ରପୁରରୁ (ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା), ରାଉରକେଲାରୁ ବିରେନ୍ଦ୍ର ନାଥ ପଟ୍ଟନାୟକ, ରଘୁନାଥପଲ୍ଲୀ ଗୋପାଲ ଦାସ, ରାଜଗାଙ୍ଗପୁରରୁ ଡ. ସିଏସ୍ରାଜେନ୍ ଏକ୍କା, ବଣାଇ ଆସନରୁ ଲଢିବେ ସିପିଆଇ (ଏଲ୍) ପ୍ରାର୍ଥୀ, ଲୋଇସିଂହାରୁ ଓମ୍ପ୍ରକାଶ କୁମ୍ଭାର, ପାଟଣାଗଡ଼ରୁ ଅନୀଲ ମେହେର, ବଲାଙ୍ଗୀର ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଜିରୁ ସନ୍ତୋଷ ସିଂହ ସାଲୁଜା, ନୂଆପଡ଼ାରୁ ଶରତ ପଟ୍ଟନାୟକ, ଉମରକୋଟରୁ ସାଜନ ଗଣ୍ଡ, ଝରିଗାଁରୁ ହାରବତୀ ଗଣ୍ଡ, ନବରଙ୍ଗପୁରରୁ ଦିଲ୍ଲୀପ ପ୍ରଧାନୀ, ଡାବୁଗାଁ ଡକ୍ଟର ଲିପିକା ମାଝି, ଲାଞ୍ଜିଗଡ଼ରୁ ବଳଭ୍ରଦ ମାଝି, ଜୁନାଗଡ଼ରୁ ତୁଲେଶ୍ୱର ନାୟକ, ଧର୍ମଗଡ଼ରୁ ରଶ୍ମିରେଖା ରାଉତ, ଭବାନୀପାଟଣାରୁ ସାଗର ଚନ୍ଦ୍ର ଦାଶ, ନର୍ଲାରୁ ଭକ୍ତଚନ୍ଦ୍ର ଦାଶ, ବାଲିଗୁଡ଼ାରୁ ସୁରଦ ପ୍ରଧାନ, ଜିି. ଉଦୟଗିରିରୁ ପ୍ରଫୁଲ କୁମାର ପ୍ରଧାନ, ଫୁଲବାଣୀରୁ ପ୍ରଭାତି କଁଅର, କଣ୍ଟାମାଳରୁ ମନୋଜ କୁମାର ଆଚାର୍ଯ୍ୟ, ବୌଦ୍ଧରୁ ନବ କୁମାର ମିଶ୍ର, ଭଞ୍ଜନଗରରୁ ପ୍ରଶାନ୍ତ କୁମାର ବିଶୋଇ, ପୋଲସରାରୁ ଅଗସ୍ତି ବରଦା, କବିସୂର୍ଯ୍ୟନଗରରୁ ଚିରଞ୍ଜୀବ ବିଶୋଇ, ସୋରଡ଼ାରୁ ହରେକୃଷ୍ଣ ରଥ, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା।