ଧ୍ବଂସାବଶେଷ ତଳେ ଜୀବନ ଖୋଜା

#ଧ୍ବଂସାବଶେଷ_ତଳେ_ଜୀବନ_ଖୋଜା ମିଆଁମାର ଭୂକଂପ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେବି ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ମିଆଁମାରର ସହାୟତା ପାଇଁ ଭାରତ ସମେତ ବହୁ ଦେଶ ଆଗେଇ ଆସିଛନ୍ତି।

ଧ୍ବଂସାବଶେଷ ତଳେ ଜୀବନ ଖୋଜା
Array