ବିଶ୍ୱ କର୍କଟ ଦିବସ ଅବସରରେ କଣ କହିଲେ ସିଦ୍ଧାନ୍ତ ମହାପାତ୍ର ?
ବିଶ୍ୱ କର୍କଟ ଦିବସ ଅବସରରେ ଓଟିଭି ପକ୍ଷରୁ ମିନି ମାରାଥନ ଆୟୋଜିତ ହୋଇଯାଇଅଛି। କ୍ୟାନସରକୁ ନେଇ ସଚେତନତା ସୃଷ୍ଟି ପାଇଁ OTV ସଂସ୍ଥା ପକ୍ଷରୁ ଏଭଳି ପ୍ରୟାସ।
ବିଶ୍ୱ କର୍କଟ ଦିବସ ଅବସରରେ OTVର ମିନି ମାରାଥନ। କର୍କଟ ରୋଗ ଏବଂ ତାର ନିରାକରଣ ସଂପର୍କରେ ଜନସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ହାତକୁ ନେଇଛି ଓଟିଭି। ମିନି ମାରାଥନରେ ସାମିଲ ହେଲେ ସେଲିବ୍ରିଟି, ଓଟିଭି କର୍ମଚାରୀ ଓ ଜନତା। ଏହାକୁ ନେଇ ଅଭିନେତା ସିଦ୍ଧାନ୍ତ ମହାପାତ୍ର କଣ କହିଛନ୍ତି ଶୁଣନ୍ତୁ।