ବନବିଭାଗ ମିଳିତ ଚଢ଼ାଉରେ ଦୁଇଟି ହରିଣ ଶିଙ୍ଗ ଓ ଗୋଟିଏ ହରିଣ ଛାଲ ଜବତ
ସୋର : କେନ୍ଦ୍ରୀୟ ସ୍ୱତନ୍ତ୍ର ଗୋଇନ୍ଦା ବିଭାଗ ଟିମ ଓ ସ୍ଥାନୀୟ ବନବିଭାଗ ମିଳିତ ଚଢ଼ାଉରେ ଦୁଇଟି ହରିଣ ଶିଙ୍ଗ ଓ ଗୋଟିଏ ହରିଣ ଛାଲ ଜବତ । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ଟିମ ମିଳିତ ଭାବେ ଏସିଏଫ ଦିଗନ୍ତ ଶୋଭନ ଚାନ୍ଦ, ରେଞ୍ଜର ମନୋରଞ୍ଜନ ନାଇକି ସଦଳ ଔପଦା ବନବିଭାଗ ଅଧିନ ଖଇରା ଥାନା ଅଞ୍ଚଳ ଦିଗିତେନ୍ତୁଳି ଗାଁର ଚିନ୍ତାମଣି ପୁଷ୍ଟି […] The post ବନବିଭାଗ ମିଳିତ ଚଢ଼ାଉରେ ଦୁଇଟି ହରିଣ ଶିଙ୍ଗ ଓ ଗୋଟିଏ ହରିଣ ଛାଲ ଜବତ appeared first on KNews Odisha.

ସୋର : କେନ୍ଦ୍ରୀୟ ସ୍ୱତନ୍ତ୍ର ଗୋଇନ୍ଦା ବିଭାଗ ଟିମ ଓ ସ୍ଥାନୀୟ ବନବିଭାଗ ମିଳିତ ଚଢ଼ାଉରେ ଦୁଇଟି ହରିଣ ଶିଙ୍ଗ ଓ ଗୋଟିଏ ହରିଣ ଛାଲ ଜବତ । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ଟିମ ମିଳିତ ଭାବେ ଏସିଏଫ ଦିଗନ୍ତ ଶୋଭନ ଚାନ୍ଦ, ରେଞ୍ଜର ମନୋରଞ୍ଜନ ନାଇକି ସଦଳ ଔପଦା ବନବିଭାଗ ଅଧିନ ଖଇରା ଥାନା ଅଞ୍ଚଳ ଦିଗିତେନ୍ତୁଳି ଗାଁର ଚିନ୍ତାମଣି ପୁଷ୍ଟି ଓ ଚକାପଦା ଗାଁ ର ସନ୍ତୋଷ ମହାନ୍ତିଙ୍କ ଠାରୁ ଏହି ହରିଣ ଛାଲ ଓ ଦୁଇଟି ଶିଙ୍ଗ ଜବଦ କରାଯାଇଥିଲା । ଉଭୟଙ୍କୁ ଅଟକ ରଖିଥିଲା ବନବିଭାଗ । ପରେ ଉଭୟଙ୍କ ଡାକ୍ତରୀ ମଇନା କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
The post ବନବିଭାଗ ମିଳିତ ଚଢ଼ାଉରେ ଦୁଇଟି ହରିଣ ଶିଙ୍ଗ ଓ ଗୋଟିଏ ହରିଣ ଛାଲ ଜବତ appeared first on KNews Odisha.