ମା’ ଦୁର୍ଗାଙ୍କୁ ପୂଜା କରି ରାଜ୍ୟବାସୀଙ୍କ ଶୁଭ ମନାସିଲେ ବିଜେପି ରାଜ୍ୟ ସଭାପତି
ଚନ୍ଦବାଲି : ମା’ ଦୁର୍ଗାଙ୍କ ପାଖରେ ପୂଜା କରି ରାଜ୍ୟବାସୀଙ୍କ ଶୁଭ ମନାସିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ I ଆଜି ବିଜେପି ରାଜ୍ୟ ସଭାପତି ନିଜ ନିର୍ବାଚନୀ ମଣ୍ଡଳୀ ଚନ୍ଦବାଲିର ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କ ଦର୍ଶନ କରି କୃପା ଲାଭ କରିଛନ୍ତି I ବଡ ଓଲଗ ଓ ସାନ ଓଲଗ ଗ୍ରାମରେ ପୂଜା ପାଉଥୁବା ମା’ ନବପତ୍ରିକା ଦୁର୍ଗାଙ୍କୁ ଦର୍ଶନ କରିଥିଲେ I ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ବିଭିନ୍ନ ବିଷୟରେ […] The post ମା’ ଦୁର୍ଗାଙ୍କୁ ପୂଜା କରି ରାଜ୍ୟବାସୀଙ୍କ ଶୁଭ ମନାସିଲେ ବିଜେପି ରାଜ୍ୟ ସଭାପତି appeared first on KNews Odisha.

ଚନ୍ଦବାଲି : ମା’ ଦୁର୍ଗାଙ୍କ ପାଖରେ ପୂଜା କରି ରାଜ୍ୟବାସୀଙ୍କ ଶୁଭ ମନାସିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ I ଆଜି ବିଜେପି ରାଜ୍ୟ ସଭାପତି ନିଜ ନିର୍ବାଚନୀ ମଣ୍ଡଳୀ ଚନ୍ଦବାଲିର ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କ ଦର୍ଶନ କରି କୃପା ଲାଭ କରିଛନ୍ତି I ବଡ ଓଲଗ ଓ ସାନ ଓଲଗ ଗ୍ରାମରେ ପୂଜା ପାଉଥୁବା ମା’ ନବପତ୍ରିକା ଦୁର୍ଗାଙ୍କୁ ଦର୍ଶନ କରିଥିଲେ I ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ I ମା’ ଦୁର୍ଗା ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି ମା’ ଙ୍କ ପାଖରେ ପ୍ରାଥନା କରିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ I
The post ମା’ ଦୁର୍ଗାଙ୍କୁ ପୂଜା କରି ରାଜ୍ୟବାସୀଙ୍କ ଶୁଭ ମନାସିଲେ ବିଜେପି ରାଜ୍ୟ ସଭାପତି appeared first on KNews Odisha.