ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁହେଲେ ୧୦ ଲକ୍ଷକୁ ବୃଦ୍ଧି ହେଲା ସହାୟତା ରାଶି
ଭୁବନେଶ୍ୱର : ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ଘଟିଲେ ସହାୟତା ରାଶି ବୃଦ୍ଧିକଲେ ରାଜ୍ୟ ସରକାର । ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ବନ୍ୟଜନ୍ତୁ ଘର ଭାଙ୍ଗିଲେ ଅନ୍ତ୍ୟଦୟ ଘର ବା ସମାନ ପରିମାଣର ସହାୟତା ରାଶି ଏବଂ ପକ୍କା ପାଚେରୀ ଭାଙ୍ଗିଲେ ମିଟର ପିଛା ୫ ହଜାର ଟଙ୍କା କରି ସର୍ବାଧିକ ୨୫ ହଜାର ଟଙ୍କା ସହାୟତା ମିଳିବ । […]

ଭୁବନେଶ୍ୱର : ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ଘଟିଲେ ସହାୟତା ରାଶି ବୃଦ୍ଧିକଲେ ରାଜ୍ୟ ସରକାର । ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ବନ୍ୟଜନ୍ତୁ ଘର ଭାଙ୍ଗିଲେ ଅନ୍ତ୍ୟଦୟ ଘର ବା ସମାନ ପରିମାଣର ସହାୟତା ରାଶି ଏବଂ ପକ୍କା ପାଚେରୀ ଭାଙ୍ଗିଲେ ମିଟର ପିଛା ୫ ହଜାର ଟଙ୍କା କରି ସର୍ବାଧିକ ୨୫ ହଜାର ଟଙ୍କା ସହାୟତା ମିଳିବ । ରୋଷେଇ ଘର,ଧାନ ରହୁଥିବା ଘର ଏବଂ ଗୁହାଳ ଘର ଭାଙ୍ଗିଲେ ୩ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି ।