ବାଣ ନିଷ୍କ୍ରିୟ ବେଳେ ଅଘଟଣ: ବିସ୍ଫୋରଣ ଘଟି ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

କଟକ: ରଜରେ କଟକରେ ବଡ଼ ଅଘଟଣ। ବାଣ ନଷ୍ଟ କରିବାବେଳେ ବିସ୍ଫୋରଣ ଘଟିଛି। ଏଥରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ଯୁ ଘଟିଛି। ମୃତ କର୍ମଚାରୀ ପ୍ରଦୀପ କୁମାର ମଲ୍ଲିକ କଟକରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର କଟକ ପୀର ବଜାର ଅଞ୍ଚଳରେ। କଟକ ସଦର ଏଡିସିପିଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗୋପାଳପୁର ସୁଭଦ୍ରାପୁର ଘାଟରେ ଚାଲିଥିଲା ବାଣ ନିଷ୍କ୍ରିୟ କାର୍ଯ୍ୟ। କମିଶନରେଟ ପୋଲିସ ପକ୍ଷରୁ ବାଣ ନଷ୍ଟ କରାଯାଉଥିବାବେଳେ ବିସ୍ଫୋରଣ ଘଟିଥିଲା ।

Untitled 1 44