ବିନା ସୂଚନା ଫଳକରେ ନିମ୍ନ ମାନର କାମ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା...ଗ୍ରାମବାସୀ ଆଣିଲେ ସାଙ୍ଘାତିକ ଅଭିଯୋଗ...
ନିମ୍ନମାନର କଂକ୍ରିଟ୍ ରୋଡ କାମ ଚାଲିଛି ନା ଅଛି ସୂଚନା ଫଳକ ନା କାମ ବିଷୟରେ ଅବଗତ ଅଛନ୍ତି କାମ ତଦାରଖ କରୁଥିବା ନିରୀକ୍ଷଣ ଯନ୍ତ୍ରୀ | ଏମିତି ଏକ ଅଭାବନିୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ମୋରଡା ପଞ୍ଚାୟତ ଅଧୀନ ବଳଦ