ମାମୁ ଘରେ ରହି ପଢୁଥିବା ବେଳେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ: ପରେ ଗର୍ଭବତୀ ହୋଇ…
ବେତନଟୀ,୧୦ା୨(ଧରଣୀଧର ମହାନ୍ତି): ବେତନଟୀ ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ସରୋଜ ମହାନ୍ତ (୨୨)। ପୋଲିସ ସୂଚନା ଅନୁଯାୟୀ, ନାବାଳିକା ଜଣକ ବେତନଟୀ ଥାନା ଅଞ୍ଚଳରେ ଥିବା ମାମୁ ଘରେ ରହି ପାଠ ପଢ଼ୁଥିଲେ। ଅଭିଯୁକ୍ତ ସରୋଜ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିଥିଲେ। ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ଏନେଇ ନାବାଳିକାଙ୍କ […] The post ମାମୁ ଘରେ ରହି ପଢୁଥିବା ବେଳେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ: ପରେ ଗର୍ଭବତୀ ହୋଇ… appeared first on Dharitri Odia News.
ବେତନଟୀ,୧୦ା୨(ଧରଣୀଧର ମହାନ୍ତି): ବେତନଟୀ ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ସରୋଜ ମହାନ୍ତ (୨୨)।
ପୋଲିସ ସୂଚନା ଅନୁଯାୟୀ, ନାବାଳିକା ଜଣକ ବେତନଟୀ ଥାନା ଅଞ୍ଚଳରେ ଥିବା ମାମୁ ଘରେ ରହି ପାଠ ପଢ଼ୁଥିଲେ। ଅଭିଯୁକ୍ତ ସରୋଜ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିଥିଲେ। ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକେ ବେତନଟୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୫୧/୨୪) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
The post ମାମୁ ଘରେ ରହି ପଢୁଥିବା ବେଳେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ: ପରେ ଗର୍ଭବତୀ ହୋଇ… appeared first on Dharitri Odia News.