ବିଲର ହିଡ ହାଣିବା ବେଳେ ବଜ୍ରାଘାତର ଶୀକାର : ୨ ମୃତ, ଜଣେ ଆହତ

ସୋର ୧୦।୮: ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ । ଜଣେ ଗୁରୁତର l ବିଲର ହିଡ ହାଣିଲା ବେଳେ ହେଲା ବଜ୍ରାଘାତ l ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ରାଇପୀତlମ୍ୱରପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ରାଇପୀତlମ୍ୱରପୁର ଗାଁର ଦୟା ମଳିକ ଓ ବାବୁରା ବିଶ୍ବାଳ ବିଲର ହିଡ ହାଣିଲା ବେଳେ ବଜ୍ରାଘାତର ଶୀକାର ହୋଇଛନ୍ତି । ବଜ୍ରାଘାତରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି l ସୁରେନ୍ଦ୍ର ସାହୁ ବଜ୍ରାଘାତରେ ଆହତ ହୋଇଛନ୍ତି l ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  lYou Can Read:ରଥଯାତ୍ରାରେ ଗଲେ କିନ୍ତୁ ହୋଇପାରିଲାନି ନୀଳାଦ୍ରି ବିଜେ : ରଥାରୂଢ ହୋଇ ରହିଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ବିଲର ହିଡ ହାଣିବା ବେଳେ ବଜ୍ରାଘାତର ଶୀକାର : ୨ ମୃତ, ଜଣେ ଆହତ

ସୋର ୧୦ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ । ଜଣେ ଗୁରୁତର l ବିଲର ହିଡ ହାଣିଲା ବେଳେ ହେଲା ବଜ୍ରାଘାତ l ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ରାଇପୀତlମ୍ୱରପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ରାଇପୀତlମ୍ୱରପୁର ଗାଁର ଦୟା ମଳିକ ଓ ବାବୁରା ବିଶ୍ବାଳ ବିଲର ହିଡ ହାଣିଲା ବେଳେ ବଜ୍ରାଘାତର ଶୀକାର ହୋଇଛନ୍ତି । ବଜ୍ରାଘାତରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି l ସୁରେନ୍ଦ୍ର ସାହୁ ବଜ୍ରାଘାତରେ ଆହତ ହୋଇଛନ୍ତି l ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  l

You Can Read:

ରଥଯାତ୍ରାରେ ଗଲେ କିନ୍ତୁ ହୋଇପାରିଲାନି ନୀଳାଦ୍ରି ବିଜେ : ରଥାରୂଢ ହୋଇ ରହିଛନ୍ତି ଚତୁର୍ଦ୍ଧାମୂର୍ତ୍ତି