ମୁଁ ଆତଙ୍କବାଦୀଙ୍କୁ ଦେଖିଛି

ଘୋଡ଼ା ଚାଳକ ସାଜି ଘୋଡାରେ ବସାଇ ବୁଲାଇଲେ। ଏହାପରେ ଧର୍ମ ପଚାରି କୋରାନ ପଢ଼ିବାକୁ କହିଲେ। କାହିଁକି ରୁଦ୍ରାକ୍ଷ ମାଳ ପିନ୍ଧିଛ ବୋଲି ବି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଝଗଡ଼ା ହୋଇଥିଲା। ପରେ ଅମରନାଥ ଆସ ଆମେ ତମକୁ ବିନା ରେଜିଷ୍ଟ୍ରେସନରେ ବୁଲାଇଦେବୁ କହିଥିଲେ। ସନ୍ଦେହ ହେବାକୁ ଉକ୍ତ ଘୋଡା ଚାଳକଙ୍କ ଫଟୋ ଉଠାଇଥିଲୁ। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜଣେ ପ୍ରତ୍ୟେକ୍ଷଦର୍ଶୀ ଅଙ୍ଗେ ନିଭାଇଥିବା ଏପରି କିଛି କାହାଣୀ ବଖାଣିଛନ୍ତି।

ମୁଁ ଆତଙ୍କବାଦୀଙ୍କୁ ଦେଖିଛି
Array