ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ୍, ୩ ମୃତ, ୨୦ ଆହତ

ମୟୁରଭଞ୍ଜ : ବାରିପଦା ସଦର ଥାନା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜପଥ ବୁଢ଼ିଖମାରୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ୍ । ଡ୍ରାଇଭର ସମେତ ୨ ମୃତ, ୨୦ ଆହତ। ଆହତମାନଙ୍କୁ ଉଦ୍ଧାର କରି ବାରିପଦା ସ୍ଥିତ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାରିପଦା ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବସଟି ହାଇଦ୍ରାବାଦରୁ ବାହାରି ଗୟା ଯାଉଥିବା ଜଣାପଡିଛି। ତେବେ […] The post ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ୍, ୩ ମୃତ, ୨୦ ଆହତ appeared first on KNews Odisha.

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ୍, ୩ ମୃତ, ୨୦ ଆହତ
accident-

ମୟୁରଭଞ୍ଜ : ବାରିପଦା ସଦର ଥାନା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜପଥ ବୁଢ଼ିଖମାରୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ୍ । ଡ୍ରାଇଭର ସମେତ ୨ ମୃତ, ୨୦ ଆହତ। ଆହତମାନଙ୍କୁ ଉଦ୍ଧାର କରି ବାରିପଦା ସ୍ଥିତ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାରିପଦା ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବସଟି ହାଇଦ୍ରାବାଦରୁ ବାହାରି ଗୟା ଯାଉଥିବା ଜଣାପଡିଛି। ତେବେ ଚିକିତ୍ସାଳୟରେ ଆଉ ଜଣକର ମୃତ୍ୟୁ ହେବା ପରେମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି ପାଇଛି l

The post ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ୍, ୩ ମୃତ, ୨୦ ଆହତ appeared first on KNews Odisha.