5 Members Suspend: BMC ଆଟାକ୍; ବିଜେପିରୁ ୫ ସସପେଣ୍ଡ

ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପିରୁ କର୍ପୋରେଟର ଅପରୂପ ନାରାୟଣ ରାଉତ, ସଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ର, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ସସ୍ପେଣ୍ଡ୍ କରାଯାଇଛି ।

5 Members Suspend: BMC ଆଟାକ୍; ବିଜେପିରୁ ୫ ସସପେଣ୍ଡ
Array