Aamir Khan: ଲଗାତାର ଫ୍ଲପ ଦେଉଛନ୍ତି ଆମିର, ଏଥର ଲାଗିବ କି ବ୍ରେକ୍ ?
ଆମିରଙ୍କ ଏଭଳି କିଛି ଫିଲ୍ମ ରହିଛି ଯାହା ବକ୍ସ ଅଫିସରେ ପ୍ରଥମ ଦିନରେ ଭଲ କଲେକ୍ସନ କରିଥିଲା କିନ୍ତୁ ପରେ ପିଟି ହେ।ଇଯାଇଥିଲା । ଯଦି ‘ସିତାରେ ଜମିନ ପର୍ ’ ହିଟ୍ ହୁଏ ତେବେ ଆମିର ଯେଊଁ ଲଗାତାର ଫ୍ଲପ ଫିଲ୍ମ ଦେଉଛନ୍ତି ସେଥିରେ ବ୍ରେକ୍ ଲାଗିବ ।