Accident in Dhenkanal : ଅଧାରେ ରହିଲା ଜଗା ଦର୍ଶନ, ଟ୍ୟାଙ୍କର ଧକ୍କାରେ ଚାଲିଗଲା ଜୀବନ

ବାଇକ ଯୋଗେ ପୁରୀ ଯାଉଥିବାବେଳେ ମହିଳାଙ୍କ ମୃତ୍ୟୁ । ତେଲ ଟ୍ୟାଙ୍କର ବାଇକକୁ ଧକ୍କା ଦେବାରୁ ଚାଲିଗଲା ଜୀବନ । ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଓ ପୁଅ ।

Accident in Dhenkanal : ଅଧାରେ ରହିଲା ଜଗା ଦର୍ଶନ, ଟ୍ୟାଙ୍କର ଧକ୍କାରେ ଚାଲିଗଲା ଜୀବନ
Array