Accident In Gurugram: ଗାଡି ଚାଲୁଥିବା ବେଳେ ଶୋଇ ଗଲେ ସିଭିଲ ଇଞ୍ଜିନିୟର, ତା ପରେ ହେଲା ଏମିତି...
ଦୁଇ ଜଣ ବନ୍ଧୁ ରାତି ୩ଟାରେ ଢାବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ହର୍ଷ ଓ ମୋକ୍ଷ ଖାଇବା ପାଇଁ ଯାଇ ରାସ୍ତା କଡରେ ଠିଆ ହୋଇଥିବା ବେଳେ ଏକ କାର ସେମାନଙ୍କୁ ଉଡାଇ ଦେଇଥିଲା। କାର ଚଳାଉଥିବା ସିଭିଲ ଇଞ୍ଜିନିୟର ଜଣଙ୍କ ଗାଡି ଚଳାଉଥିବା ବେଳେ ଶୋଇ ପଡିଥିଲେ। ଫଳରେ ଉଭୟଙ୍କୁ ସେ ଦ୍ରୁତ ଗତିରେ ଆସି ଉଡାଇ ଦେଇଥିଲେ।