Cannes Film Festival 2024: ଏମିତି ରୋଗ ସତ୍ତ୍ୱେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମିଳିଗଲା ସୁଯୋଗ; ଦେଖେଇଦେଲେ କରାମତି
'ଭିଟିଲିଗୋ'ରେ ପୀଡିତ ଆସ୍ଥା ଶାହା ଜଣେ କଣ୍ଟେଣ୍ଟ୍ କ୍ରିଏଟର୍ ଯିଏ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ୭୭ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେ ଗର୍ବର ସହିତ ନିଜକୁ ଉପସ୍ଥାପିତ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି, 'ବର୍ଷ ବର୍ଷ ଧରି ମୋର ଭିଟିଲିଗୋ(ଧଳା ଧଳା ଛଉ ଭଳି ରୋଗ) ହେତୁ ମୁଁ ନିଜକୁ ସୁନ୍ଦର ଅନୁଭବ କରିବାକୁ ସଂଘର୍ଷ କରୁଥିଲି। ଆଜି ମୁଁ ମୋର ଭିଟିଲିଗୋ ସତ୍ତ୍ୱେ କାନ୍ସରେ ରେଡ୍ କାର୍ପେଟ୍ରେ ଚାଲିଲି। ମୁଁ ସମସ୍ତଙ୍କୁ ଦେଖାଇବାକୁ ଚାହେଁ ଯେ ସୌନ୍ଦର୍ଯ୍ୟ ସବୁ ପ୍ରକାରେ ଦେଖାଦେଇପାରେ।