Adapa Mandap: ଜନ୍ମବେଦିକୁ ବିଜେ କରିବେ ମହାପ୍ରଭୁ

ଜନ୍ମବେଦିକୁ ବିଜେ କରିବେ ମହାପ୍ରଭୁ। ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବରାଜିବେ ଚତୁର୍ଦ୍ଧା ମୂରତି । ଏହା ପରେ ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଆଡ଼ପ ଦର୍ଶନ କରିବେ। ଏଥିପାଇଁ ସମସ୍ତ ନୀତି ନିର୍ଘଣ୍ଟ ହୋଇଛି ।

Adapa Mandap: ଜନ୍ମବେଦିକୁ ବିଜେ କରିବେ ମହାପ୍ରଭୁ
Array