Aditi Rao Hydari: ରାଜକୀୟ ଷ୍ଟାଇଲ୍ ଦେଖେଇ ମନ କିଣିଲେ ଅଦିତି ରାଓ ହୈଦରୀ

ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ତାଙ୍କ ରାଜକୀୟ ଷ୍ଟାଇଲ୍ ପାଇଁ ସବୁବେଳେ ଜଣାଶୁଣା। ନିକଟରେ ସେ ଏକ କଳା ଏବଂ ସୁବର୍ଣ୍ଣ ଅନାର୍‌କଲୀ ସୁଟ୍‌ରେ ନିଜର ଷ୍ଟାଇଲିସ୍ ଲୁକ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଲୁକ୍ କେବଳ କ୍ଲାସିକ୍ ନୁହେଁ, ଏଥ୍‌ନିକ୍ ଏବଂ ଆଧୁନିକ ଫ୍ୟାଶନର ଏକ ବଡ଼ ମିଶ୍ରଣ ମଧ୍ୟ।

Aditi Rao Hydari: ରାଜକୀୟ ଷ୍ଟାଇଲ୍ ଦେଖେଇ ମନ କିଣିଲେ ଅଦିତି ରାଓ ହୈଦରୀ
Array