Advanced Medium Combat Aircraft : ଭୟରେ ଥରିଲେଣି ଚୀନ, ପାକିସ୍ତାନ; ଭାରତ ତିଆରି କରୁଛି ୫ମ ପିଢ଼ିର ଯୁଦ୍ଧବିମାନ

ଭାରତ ଏବେ ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ୫ମ ପିଢିର ଷ୍ଟେଲ୍ଥ ଯୁଦ୍ଧବିମାନ AMCAକୁ ବିକଶିତ କରିବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିପାଇଁ ଏକ ମେଗା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

Advanced Medium Combat Aircraft : ଭୟରେ ଥରିଲେଣି ଚୀନ, ପାକିସ୍ତାନ;  ଭାରତ ତିଆରି କରୁଛି ୫ମ ପିଢ଼ିର ଯୁଦ୍ଧବିମାନ
Array