Age Limit: ଖୁସି ଖବର, ସିପାହୀ ଓ  କନଷ୍ଟେବଲ୍ ଚାକିରି ପାଇଁ କୋହଳ ହେଲା ବୟସ ସୀମା

ଗତକାଲି ମାମଲାର ଶୁଣାଣି ଡିଭିଜନ ବେଞ୍ଚରେ କରାଯାଇଥିଲା। ବର୍ତ୍ତମାନ ରାଜ୍ୟ ସରକାର ୩ ବର୍ଷ ବୟସ ସୀମା କୋହଳ କରିବା ପାଇଁ ନିଷ୍ପତ୍ତି ନେବା ପରେ କୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି।

Age Limit: ଖୁସି ଖବର, ସିପାହୀ ଓ  କନଷ୍ଟେବଲ୍ ଚାକିରି ପାଇଁ କୋହଳ ହେଲା ବୟସ ସୀମା
Array