AI Chef: ଦୁବାଇରେ ଖୋଲିବ ଏଆଇ ରେଷ୍ଟୁରାଣ୍ଟ, କାମ କରିବ ଏଆଇ ରୋଷେୟା

ଉନ୍ନତ ସେନସର ଏବଂ ମେସିନ ଲର୍ଣ୍ଣିଂ କ୍ଷମତା ଯୋଗୁଁ ଗୋଟିଏ ଡିସରେ କଣ କଣ ପଡ଼ିବ, କେତେ ସମୟ ଲାଗିବ ଓ ସ୍ବାଦ କିଭଳି ରହିବ ତାହା ଏଆଇମ୍ୟାନ ସ୍ଥିର କରିପାରିବ । ସେଫ୍ ଏଆଇମ୍ୟାନ କେବଳ ଖାଦ୍ୟ ପ୍ରସ୍ତୁତ କରିବ ନାହିଁ , ଏହା ଗ୍ରାହକଙ୍କ ସହ କଥାବାର୍ତ୍ତା କରିପାରେ ।

AI Chef: ଦୁବାଇରେ ଖୋଲିବ ଏଆଇ ରେଷ୍ଟୁରାଣ୍ଟ, କାମ କରିବ ଏଆଇ ରୋଷେୟା
Array