Airfares increased: ବଡ଼ଦିନ ଓ ନୂଆ ବର୍ଷ ଛୁଟିରେ ଯାତ୍ରୀଙ୍କୁ ଝଟକା; ମହଙ୍ଗା ହେଉଛି ବିମାନ ଭଡ଼ା

ଡିସେମ୍ବର ୧ ତାରିଖରୁ ସରକାରୀ ତେଲ କମ୍ପାନୀ ମାନେ ଏଭିଏସନ୍ ଟର୍ବାଇନ୍ ଫୁଏଲ ବା ବିମାନ ଇନ୍ଧନ ଦରରେ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ କିଛି ବିମାନ ସେବା କମ୍ପାନୀ ନିଜ ନିଜ ବିମାନ ଭଡ଼ା ବଢାଇଥିବା ବେଳେ ଆଉ କିଛି ଖୁବଶୀଘ୍ର ଭଡା ବଢାଇପାରନ୍ତି।

Airfares increased: ବଡ଼ଦିନ ଓ ନୂଆ ବର୍ଷ ଛୁଟିରେ ଯାତ୍ରୀଙ୍କୁ ଝଟକା; ମହଙ୍ଗା ହେଉଛି ବିମାନ ଭଡ଼ା
Array