Alia Bhatt: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ୨୦୨୫ରୁ ଆଲିଆ ଭଟ୍ଟଙ୍କ ଆଉ ଏକ ଲୁକ୍

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ୨୦୨୫ରୁ ଆଲିଆ ଭଟ୍ଟଙ୍କ ଆଉ ଏକ ଲୁକ୍ ସାମ୍ନାକୁ ଆସିଛି। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ସମ୍ପ୍ରତି କାନ୍ସ ଫିଲ୍ମ ଫେଷ୍ଟିଭାଲର ତାଙ୍କର ତୃତୀୟ ଲୁକ୍‌ର ଫଟୋ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ତାଙ୍କର ଏହି ଲୁକ୍ ସବୁଠି ପ୍ରଶଂସା ହେଉଛି।

Alia Bhatt: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ୨୦୨୫ରୁ ଆଲିଆ ଭଟ୍ଟଙ୍କ ଆଉ ଏକ ଲୁକ୍
Array