Allu Arjun: ଅଲ୍ଲୁ ଅର୍ଜୁନଙ୍କ ଏହି ୧୦ ଫିଲ୍ମ ତାଙ୍କୁ ଆଜି ଦେଇଛି ‘ପୁଷ୍ପାରାଜ୍’ର ପରିଚୟ
ଅଲ୍ଲୁ ଅର୍ଜୁନ ତାଙ୍କ କ୍ୟାରିୟର୍ ମଧ୍ୟରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଏଠାରେ ଆମେ ତାଙ୍କର ୧୦ଟି ଚଳଚ୍ଚିତ୍ରର ଏକ ତାଲିକା ଦେଉଛୁ, ଯାହା ତାଙ୍କୁ ବକ୍ସ ଅଫିସରେ ସଫଳତା ହାସଲ କରି ଏକ ସୁପରଷ୍ଟାର କରିପାରିଛି।