Allu breaks silence on Pushpa 2: ନିରବତା ଭାଙ୍ଗିଲେ ଅଲ୍ଲୁ, ଦଳଚକଟା ପୀଡ଼ିତଙ୍କୁ କଲେ ସହାୟତା

ଦୁଇଦିନ ତଳ ରାତିରେ ହାଇଦ୍ରାବାଦ ସଂଧ୍ୟା ଥିଏଟର୍ ବାହାରେ ପୁଷ୍ପା ଟୁ ଶୋ’ ବେଳେ ଦଳାଚକଟା ପରିସ୍ଥିତି ଉପୁଜୁଥିଲା । ଭିଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ ।

Allu breaks silence on Pushpa 2: ନିରବତା ଭାଙ୍ଗିଲେ ଅଲ୍ଲୁ, ଦଳଚକଟା ପୀଡ଼ିତଙ୍କୁ କଲେ ସହାୟତା
Array