Ambulance Breaks Down: ଅଧାବାଟରେ ଅଚଳ ହେଲା ଆମ୍ବୁଲାନ୍ସ, ପଡ଼ିରହିଲେ ସାପକାମୁଡ଼ା ରୋଗୀ
ଯେଉଁ ଆମ୍ବୁଲାନ୍ସ ଉପରେ ଭରସା କରି ରୋଗୀ ଓ ପରିବାର ଲୋକେ ବାହାରିଥିଲେ ଶେଷରେ ସେ ମଧ୍ୟ ରାସ୍ତା ମଝିରେ ଦେଇଥିଲା ଧୋକା l କାମାକ୍ଷାନଗର ମେଡିକାଲରୁ ବାହାରି ମାତ୍ର ୫ କିମି ଯାଇଛି ନାହିଁ ଆମ୍ବୁଲାନ୍ସ ଅଚଳ ହୋଇଯାଇଥିଲା l ମହୁଲପାଳ ଠାରେ ଗାଡି ଅଚଳ ହେବାରୁ ଦୀର୍ଘ ସମୟ ପଡି ରହିଲେ ରୋଗୀ ।