Sachin And Kohlis Belonging In Museum: ଓଭାଲ ମ୍ୟୁଜିୟମରେ ସଚିନ, କୋହଲିଙ୍କ ସନ୍ତକ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ
କିଆ ଓଭାଲ ଷ୍ଟାଡିୟମ ଏହାର ୧୮୦ ତମ ଆନିଭର୍ସାରୀ ପାଳନ କରିବାକୁ ଯାଉଛି। ଏହି କାରଣରୁ ଦୁଇ କିମ୍ବଦନ୍ତୀଙ୍କ କ୍ରୀଡା ଉପକରଣକୁ କ୍ଲବର ମ୍ୟୁଜିୟମରେ ସ୍ଥାନ ମିଳିଛି। ସଚିନ ତେନ୍ଦୁଲକରଙ୍କ ଜର୍ସି ରହିଥିବା ବେଳେ ବିରାଟ କୋହଲି ମ୍ୟାଚରେ ପିନ୍ଧିଥିବା ଗ୍ଲୋଭସକୁ ମଧ୍ୟ ସ୍ଥାନିତ କରାଯାଇଛି।