Ambulance: ମିଳିଲାନି ୧୦୮ ଆମ୍ବୁଲାନ୍ସ, ଚାଲିଗଲା ୩ ବର୍ଷର ଶିଶୁର ଜୀବନ

ସଠିକ୍ ସମୟରେ ମିଳିଲାନି ୧୦୮ ଆମ୍ବୁଲାନ୍ସ। ମେଡିକାଲରେ ପହଞ୍ଚିବାରେ ବିଳମ୍ବ ହେବାରୁ ଢେଙ୍କାନାଳ କଙ୍କଡାହାଡ଼ ଆମ୍ବତଇଲା ସାହିର ୩ ବର୍ଷର ଶିଶୁର ଜୀବନ ଚାଲିଯାଇଛି।

Ambulance: ମିଳିଲାନି ୧୦୮ ଆମ୍ବୁଲାନ୍ସ, ଚାଲିଗଲା ୩ ବର୍ଷର ଶିଶୁର ଜୀବନ
Array