SCB ଯାଏଁ ଗଡ଼ିବ ମେଟ୍ରୋ

ପ୍ରସ୍ତାବିତ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ସହ ଯୋଡ଼ିହେବ କଟକ ସହର। କାରଣ ତ୍ରିଶୁଳିଆ ନୁହେଁ, ବରଂ କଟକ ବଡ଼ ମେଡ଼ିକାଲ୍ ଏବଂ ନେତାଜୀ ବସ୍ ଟର୍ମିନାଲ୍ ଯାଏଁ ଗଡ଼ିବ ମେଟ୍ରୋ ଟ୍ରେନ୍। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। 

SCB ଯାଏଁ ଗଡ଼ିବ ମେଟ୍ରୋ
Array