Amitabh Bachchan ୬୩ ବର୍ଷରେ ରେଡ୍ ଲାଇଟ୍ ଏରିଆ ଯାଇଥିଲେ ବିଗ୍ ବି! କ୍ଲବରେ…ବଡ଼ ଖୁଲାସା
ମୁମ୍ବାଇ: ଫିଲ୍ମ ର୍ନିମାତା ଅପୂର୍ବ ଲାଖିଆ Amitabh Bachchan ଙ୍କ ସହ ଜଡିତ ଏକ ତାଜୁବ କରିଦେବା ଭଳି କାହାଣୀ ଶେୟାର କରିଛନ୍ତି। ଅପୂର୍ବା ୨୦୦୫ରେ ଅମିତାଭ ବଚ୍ଚନଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ଏକ ଅଜନବୀର ନିର୍ଦ୍ଦେଶନା ଦେଇଥିଲେ। ତେବେ ଏହି ଘଟଣାଟି ଏହି ଚଳଚ୍ଚିତ୍ର ର୍ନିମାଣ ସମୟରେ ଘଟିଥିଲା। ଏକ ସାକ୍ଷାତକାରରେ ଅପୂର୍ବ ବଚ୍ଚନଙ୍କ ଏପରି କିଛି ଘଟଣା ଖୁଲାସା କରିଛନ୍ତି ଯାହାକୁ ଶୁଣି ଆପଣ ତାଜୁବ ହୋଇଯିବେ। ସେ କହିଥିଲେ, ଅମିତାଭ ନିଦ ହୁଏନାହିଁ […] The post Amitabh Bachchan ୬୩ ବର୍ଷରେ ରେଡ୍ ଲାଇଟ୍ ଏରିଆ ଯାଇଥିଲେ ବିଗ୍ ବି! କ୍ଲବରେ…ବଡ଼ ଖୁଲାସା appeared first on Dharitri Odia News.
ମୁମ୍ବାଇ: ଫିଲ୍ମ ର୍ନିମାତା ଅପୂର୍ବ ଲାଖିଆ Amitabh Bachchan ଙ୍କ ସହ ଜଡିତ ଏକ ତାଜୁବ କରିଦେବା ଭଳି କାହାଣୀ ଶେୟାର କରିଛନ୍ତି। ଅପୂର୍ବା ୨୦୦୫ରେ ଅମିତାଭ ବଚ୍ଚନଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ଏକ ଅଜନବୀର ନିର୍ଦ୍ଦେଶନା ଦେଇଥିଲେ। ତେବେ ଏହି ଘଟଣାଟି ଏହି ଚଳଚ୍ଚିତ୍ର ର୍ନିମାଣ ସମୟରେ ଘଟିଥିଲା। ଏକ ସାକ୍ଷାତକାରରେ ଅପୂର୍ବ ବଚ୍ଚନଙ୍କ ଏପରି କିଛି ଘଟଣା ଖୁଲାସା କରିଛନ୍ତି ଯାହାକୁ ଶୁଣି ଆପଣ ତାଜୁବ ହୋଇଯିବେ।
ସେ କହିଥିଲେ, ଅମିତାଭ ନିଦ ହୁଏନାହିଁ ଏବଂ ତେଣୁ ସେ ରାତିରେ ଶୋଇ ପାରନ୍ତି ନାହିଁ। ସେଥିପାଇଁ ବଚ୍ଚନଜୀ ପ୍ରତିଦିନ ରାତିରେ ଏକ ସିନେମା ଦେଖିବାକୁ ପ୍ଲାନିଂ କରନ୍ତି। ଏହି ସମୟରେ ମୁଁ ତାଙ୍କୁ ବ୍ୟାଙ୍କକ୍ରେ ଲାଇଭ ଶୋ’ ଦେଖେଇବାକୁ ନେଇଥିଲି। ଏହି ଶୋ’ଟି ପାଟପଙ୍ଗରେ ହେଉଥିଲା। ଯାହା ରେଡଲାଇଟ ଏରିଆ ଥିଲା। ଶୋ’କୁ ଯିବା ପରେ ସେଠାରେ ଥିବା ଲୋକ ଅମିତାଭ ବଚ୍ଚନଙ୍କୁ ଦେଖି ପାଗଳ ହୋଇଯାଇଥିଲେ। ବିଗ ବି ସମସ୍ତଙ୍କ ସହ ସେଠାରେ କଥା ମଧ୍ୟ ହୋଇଥିଲେ।
The post Amitabh Bachchan ୬୩ ବର୍ଷରେ ରେଡ୍ ଲାଇଟ୍ ଏରିଆ ଯାଇଥିଲେ ବିଗ୍ ବି! କ୍ଲବରେ…ବଡ଼ ଖୁଲାସା appeared first on Dharitri Odia News.