କ୍ରିକେଟର୍ଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କଲା ବିସିସିଆଇ
ନୂଆଦିଲ୍ଲୀ,୨୮।୨: ଭାରତୀୟ କ୍ରିକେଟ ବୋର୍ଡ ଅଫ କ୍ରିକେଟ(ବିସିସିଆଇ) ବୁଧବାର ୨୦୨୩-୨୪ ସିଜନ (ଅକ୍ଟୋବର ୧, ୨୦୨୩ ରୁ ସେପ୍ଟେମ୍ବର ୩୦, ୨୦୨୪) ପାଇଁ ଟିମ ଇଣ୍ଡିଆ (ସିନିୟର ପୁରୁଷ)ର ବାର୍ଷିକ ଖେଳାଳି ଚୁକ୍ତିନାମା ଘୋଷଣା କରିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଇଶାନ କିଶନ ଏବଂ ଶେୟାସ ଆୟରଙ୍କୁ ବିସିସିଆଇ ଚୁକ୍ତିରୁ ବାଦ୍ ଦିଆଯାଇଛି। ଗ୍ରେଡ ଏ+ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା ଗ୍ରେଡ ଏ ଆର ଅଶ୍ୱିନ, ମହମ୍ମଦ […] The post କ୍ରିକେଟର୍ଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କଲା ବିସିସିଆଇ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୨: ଭାରତୀୟ କ୍ରିକେଟ ବୋର୍ଡ ଅଫ କ୍ରିକେଟ(ବିସିସିଆଇ) ବୁଧବାର ୨୦୨୩-୨୪ ସିଜନ (ଅକ୍ଟୋବର ୧, ୨୦୨୩ ରୁ ସେପ୍ଟେମ୍ବର ୩୦, ୨୦୨୪) ପାଇଁ ଟିମ ଇଣ୍ଡିଆ (ସିନିୟର ପୁରୁଷ)ର ବାର୍ଷିକ ଖେଳାଳି ଚୁକ୍ତିନାମା ଘୋଷଣା କରିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଇଶାନ କିଶନ ଏବଂ ଶେୟାସ ଆୟରଙ୍କୁ ବିସିସିଆଇ ଚୁକ୍ତିରୁ ବାଦ୍ ଦିଆଯାଇଛି।
ଗ୍ରେଡ ଏ+
ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା
ଗ୍ରେଡ ଏ
ଆର ଅଶ୍ୱିନ, ମହମ୍ମଦ ଶାମି, ମହମ୍ମଦ ସିରାଜ, କେ.ଏଲ ରାହୁଲ, ଶୁବମନ ଗିଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା।
ଗ୍ରେଡ ବି
ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ ଏବଂ ଯଶସ୍ବୀ ଜୟସ୍ବାଲ, ରିଙ୍କୁ ସିଂ, ତିଳକ ବର୍ମା, ଋତୁରାଜ ଗାୟକ୍ୱାଡ, ଶାର୍ଦ୍ଦୁଲ ଠାକୁର, ଶିବମ ଦୁବେ, ରବି ବିଷ୍ଣୋଇ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, କେ.ଏସ ଭରତ, ପ୍ରସିଦ୍ଧ କ୍ରିଷ୍ଣା, ଆବେଶ ଖାନ ଏବଂ ରଜତ ପଟିଦାର।
ଆକାଶଦୀପ, ବିଜୟକୁମାର ବ୍ୟାଶକ, ଉମରନ ମଲିକ, ୟଶ ଦୟାଲ୍ ଏବଂ ବିଦ୍ୱାଥ କାଭେରାପ୍ପା ସମତେ ୫ ଖେଳାଳିଙ୍କୁ ଫାଷ୍ଟ ବୋଲିଂ ପାଇଁ ଚୁକ୍ତିନାମା କରିବାକୁ ଚୟନ କମିଟିକୁ ମଧ୍ୟ ସୁପାରିଶ କରାଯାଇଛି।
The post କ୍ରିକେଟର୍ଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କଲା ବିସିସିଆଇ appeared first on Dharitri Odia News.