Amit Shah Performs Ālati at Jagannath Temple During Rath Yatra in Ahmedabad
#ଜଗନ୍ନାଥଙ୍କ_ଆଳତି_କଲେ_ଅମିତ_ଶାହ ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ଆଳତି କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୁଜୁରାଟର ଅହମ୍ମଦାବାଦର ଏକ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କଲେ ଶାହ...
#ଜଗନ୍ନାଥଙ୍କ_ଆଳତି_କଲେ_ଅମିତ_ଶାହ
ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ଆଳତି କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୁଜୁରାଟର ଅହମ୍ମଦାବାଦର ଏକ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କଲେ ଶାହ...