Anganwadi: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ସକାଳ ୭ଟାରୁ ୯ଟା ଅଙ୍ଗନବାଡ଼ି ଖୋଲା
ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ସଂପର୍କରେ ଗତକାଲି ଲୋକସେବା ଭବନରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବୈଠକରେ ସମସ୍ତ ଜିଲ୍ଲାପାଳ ଓ ବିଭାଗସ୍ତରୀୟ ଅଧିକାରୀଙ୍କୁ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ SOP ଆଧାରରେ କାମ କରିବାକୁ କୁହାଯାଇଥିଲା।