Arijit Singh Hotel: ଅରିଜିତ ସିଂହଙ୍କ ହୋଟେଲ୍‌ରେ ଗରିବଙ୍କ ମିଲ୍; ୩୦ ଟଙ୍କାରେ ସ୍ୱାଦିଷ୍ଟ ଖାଦ୍ୟ

ଅରିଜିତ ସିଂହ ତାଙ୍କ ହୋଟେଲ ମାଧ୍ୟମରେ ସମାଜସେବା କରୁଛନ୍ତି। ଅରିଜିତ ସିଂହଙ୍କ ମୁର୍ଶିଦାବାଦର ଜିଆଗଞ୍ଜରେ 'ହେଶେଲ' ନାମକ ଏକ ହୋଟେଲ ଅଛି। ଏହି ହୋଟେଲରେ ଆପଣ ମାତ୍ର ୩୦ ଟଙ୍କାରେ ସ୍ୱାଦିଷ୍ଟ ଖାଦ୍ୟ ପାଇପାରିବେ।

Arijit Singh Hotel: ଅରିଜିତ ସିଂହଙ୍କ ହୋଟେଲ୍‌ରେ ଗରିବଙ୍କ ମିଲ୍; ୩୦ ଟଙ୍କାରେ ସ୍ୱାଦିଷ୍ଟ ଖାଦ୍ୟ
Array