Army Doctor to Terrorist: ଡାକ୍ତରୀ ବୃତ୍ତିରୁ ତିହାର ଜେଲ୍: ଜାଣନ୍ତୁ, କେଉଁଠି ଅଛନ୍ତି ଓ କ’ଣ କରନ୍ତି ତହବୁରର ପତ୍ନୀ ଓ ସନ୍ତାନ ?
ମିଡିଆ ରିପୋର୍ଟ ଅନୁସାରେ ତହବୁର ରାଣା ନିଜ ପତ୍ନୀ ମମରାଜ ଅଖତର ରାଣା, ଦୁଇ ଝିଅ ଏବଂ ଗୋଟିଏ ପୁଅ ସହ ଚିକାଗୋରେ ରହୁଥିଲେ । ଏଠାରେ ତାଙ୍କର ଏକାଧିକ ବ୍ୟାବସାୟିକ ସଂସ୍ଥା ଥିବା କୁହାଯାଏ । ତାଙ୍କର ଏକ ଫାର୍ମ ହାଉସ ରହିଛି । କାନାଡାର ଅଟାୱାରେ ଏକ ଘର ଅଛି ଯେଉଁଠାରେ ତାଙ୍କର ରୋଗଗ୍ରସ୍ତ ବାପା ଏବଂ ଛୋଟ ଭାଇ ଅବ୍ବାସ ରାଣା ରୁହନ୍ତି ।