Aska-40 Price Haven't Increased: 'ଆସ୍କା-୪୦' ପାଇଁ ଆସ୍କା MLAଙ୍କ ଦରଦ ! ୫ ବର୍ଷ ହେଲା କାହିଁକି ବଢ଼ୁନି ଦର
ଗତକାଲି ଆସିକା ଚିନିକଳର ପୁନରୁଦ୍ଧାର ପାଇଁ ଟାସ୍କଫୋର୍ସ ଗଠନ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଟାକ୍ସଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ଓ ଜଳ ସମ୍ପଦ ଅଧିକାରୀ ସଦସ୍ୟ ରହିବେ ।