School Teacher with Saline: ଅଭାବନୀୟ...ଛୁଟି ମିଳିଲାନି, ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ...!

ଏଠି ପ୍ରଶ୍ନ ଉଠୁଛି....ଛୁଟିକୁ ନେଇ କାହିଁକି ହୋଇଥିଲା ବିବାଦ । କ’ଣ ପାଇଁ ଅସୁସ୍ଥ ଶିକ୍ଷକଙ୍କୁ ଛୁଟି ଦେଲେ ନାହିଁ ଦାୟିତ୍ବରେ ଥିବା ପ୍ରିନସିପାଲ । କୁହାଯାଉଛି, ଗତକାଲି ମ୍ୟାଡମ ପ୍ରନସିପାଲଙ୍କୁ ସ୍କୁଲ ହ୍ୱାଟସଆପ ଗ୍ରୁପରେ ଛୁଟି ଆବେଦନ କରିଥିଲେ ସଂପୃକ୍ତ ଶିକ୍ଷକ । ସ୍ପଷ୍ଟ ଭାବରେ ପ୍ରକାଶ ଲେଖିଥିଲେ, ମୋର ଅଜାଙ୍କର ମୃତ୍ୟୁ ହୋଇଥିବାରୁ ମୁଁ, ଅଫିସ କାମ କରିପାରିବି ନାହିଁ । ତେଣୁ ମୋର ଗୋଟିଏ ଦିନର ସି.ଏଲ ମଂଜୁର କରାଯାଉ ।

School Teacher with Saline: ଅଭାବନୀୟ...ଛୁଟି ମିଳିଲାନି, ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ...!
Array