ATMରେ ଚିପ୍ ଲଗାଇ ହଡପ କରିନେଉଥିଲା ଟଙ୍କା, ଦିଲ୍ଲୀରୁ ଗିରଫ ହେଲା ଅଭିଯୁକ୍ତ
ସୁନ୍ଦରଗଡ ୧୪।୩: ନୂଆ ପ୍ରଣାଳୀରେ ଏଟିଏମରେ ଚିପ୍ ଲଗାଉଥିଲେ । ଏଟିଏମକୁ ଟଙ୍କା ବାହାର କରିବାକୁ ଆସୁଥିବା ଲୋକଙ୍କ କାର୍ଡକୁ ଏଟିଏମ ଭିତରେ ବ୍ଲକ କରି ରଖିଦେଉଥିଲେ । ଏଟିଏମ ଭିତରେ ଏକ ନମ୍ବର ଲଗାଇ ସେଥିରେ ଫୋନ୍ କରିବାକୁ ପରାମର୍ଶ ଦେଉଥିଲେ । ଏଟିଏମ୍ ବ୍ଲକ୍ କରୁଥିବା ଲୋକମାନେ ବାହାରେ ଫୋନ୍ ଉଠାଇ ଏଟିଏମ୍ ବ୍ଲକ ହୋଇଥିବା ଗ୍ରାହକଙ୍କ ନିକଟରୁ ଏଟିଏମର ପିନ୍ ହାସଲ କରିନେଉଥିଲେ । ଏହାପରେ ସେହି ପିନ୍ ନମ୍ବର ବ୍ୟବହାର କରି ଲୋକଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରିନେଉଥିଲେ । ଏଭଳି ଏକ ଏଟିଏମ୍ ଫ୍ରଡ୍ କରୁଥିବା ଦିଲ୍ଲୀର ଅସହଦ ଅଲ୍ଲୀ ନାମକ ଯୁବକକୁ ଗିରଫ କରିଛି ସାଇବର ଥାନା ପୋଲିସ । ଅସହଦ ନିକଟରୁ ୧୧ ଗୋଟି ଏଟିଏମ କାର୍ଡ ୪୦ ହଜାର ଟଙ୍କା ଓ ଗୋଟିଏ କିପ୍ୟାଡ୍ ମୋବାଇଲ ଜବତ କରାଯାଇଛି । ଏଟିଏମ ଫ୍ରଡ କରୁଥିବା ଅନ୍ୟ ସହଯୋଗୀମାନଙ୍କୁ ଧରିବା ପାଇଁ ରାଜ୍ୟ ବାହାରେ ସାଇବର ଥାନାର ଦୁଇଟି ଟିମ୍ ଡେରା ପକାଇଥିବା ଜୋନ୍ ୫ ଏସିପି କହିଛନ୍ତି । You Can Read :ବିଚ୍ ରାସ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ, ଜଣକୁ ଅଟକ ରଖି ପୋଲିସର ପଚରାଉଚରା
ସୁନ୍ଦରଗଡ ୧୪।୩: ନୂଆ ପ୍ରଣାଳୀରେ ଏଟିଏମରେ ଚିପ୍ ଲଗାଉଥିଲେ । ଏଟିଏମକୁ ଟଙ୍କା ବାହାର କରିବାକୁ ଆସୁଥିବା ଲୋକଙ୍କ କାର୍ଡକୁ ଏଟିଏମ ଭିତରେ ବ୍ଲକ କରି ରଖିଦେଉଥିଲେ । ଏଟିଏମ ଭିତରେ ଏକ ନମ୍ବର ଲଗାଇ ସେଥିରେ ଫୋନ୍ କରିବାକୁ ପରାମର୍ଶ ଦେଉଥିଲେ । ଏଟିଏମ୍ ବ୍ଲକ୍ କରୁଥିବା ଲୋକମାନେ ବାହାରେ ଫୋନ୍ ଉଠାଇ ଏଟିଏମ୍ ବ୍ଲକ ହୋଇଥିବା ଗ୍ରାହକଙ୍କ ନିକଟରୁ ଏଟିଏମର ପିନ୍ ହାସଲ କରିନେଉଥିଲେ । ଏହାପରେ ସେହି ପିନ୍ ନମ୍ବର ବ୍ୟବହାର କରି ଲୋକଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରିନେଉଥିଲେ ।
ଏଭଳି ଏକ ଏଟିଏମ୍ ଫ୍ରଡ୍ କରୁଥିବା ଦିଲ୍ଲୀର ଅସହଦ ଅଲ୍ଲୀ ନାମକ ଯୁବକକୁ ଗିରଫ କରିଛି ସାଇବର ଥାନା ପୋଲିସ । ଅସହଦ ନିକଟରୁ ୧୧ ଗୋଟି ଏଟିଏମ କାର୍ଡ ୪୦ ହଜାର ଟଙ୍କା ଓ ଗୋଟିଏ କିପ୍ୟାଡ୍ ମୋବାଇଲ ଜବତ କରାଯାଇଛି । ଏଟିଏମ ଫ୍ରଡ କରୁଥିବା ଅନ୍ୟ ସହଯୋଗୀମାନଙ୍କୁ ଧରିବା ପାଇଁ ରାଜ୍ୟ ବାହାରେ ସାଇବର ଥାନାର ଦୁଇଟି ଟିମ୍ ଡେରା ପକାଇଥିବା ଜୋନ୍ ୫ ଏସିପି କହିଛନ୍ତି ।
You Can Read :
ବିଚ୍ ରାସ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ, ଜଣକୁ ଅଟକ ରଖି ପୋଲିସର ପଚରାଉଚରା