Attack on Additional Tehsildar: ବାଲି ମାଫିଆଙ୍କ ଦୌରାତ୍ମ୍ୟ, ଅତିରିକ୍ତ ତହସିଲଦାରଙ୍କୁ ମାରିଲେ, ଗାଡି ଭାଙ୍ଗିଲେ
କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ବାଲି ଚୋରା ଚାଲାଣକୁ ନେଇ ଚଢାଉ ପାଇଁ ଯିବା ବେଳେ ୧୦ରୁ ଅଧିକ ବାଲି ମାଫିଆ ତାଙ୍କ ଉପରକୁ ଆକ୍ରମଣ କରିବା ସହ ଇଟା ଓ ପଥର ମାଡ କରି ଗାଡିକୁ ଭାଙ୍ଗି ଚୁରମାର କରିଦେଇଛନ୍ତି।