Attempt to abduct minor girl: ନାବାଳିକାଙ୍କୁ ଅପହରଣ ଉଦ୍ୟମ, ୨ ବଙ୍ଗୀୟ ଯୁବକ ଅଟକ

ଗତ କାଲି ରାତି ୧୨ଟା ୩୦ ସମୟରେ ଡୁମୁଡୁମା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରୁଥିବା ବେଳେ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ୨ ଜଣ ବଙ୍ଗୀୟ ଯୁବକଙ୍କୁ ପୋଲିସ ହାତରେ ଦେଇଛନ୍ତି । ନାବାଳିକାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।

Attempt to abduct minor girl: ନାବାଳିକାଙ୍କୁ ଅପହରଣ ଉଦ୍ୟମ, ୨ ବଙ୍ଗୀୟ ଯୁବକ ଅଟକ
Array